ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପାନ୍‌କ୍ରିଆଟାଇଟିସ୍‌ ରୋଗ ଅତ୍ୟଧିକ ମଦ୍ୟପାନ, ଚର୍ବିଯୁକ୍ତ ଖାଦ୍ୟ ଏବଂ ଗଲ୍‌ ବ୍ଲାଡରରେ ଷ୍ଟ୍ରୋନ୍‌ ହେବା ଯୋଗୁଁ ହୋଇପାରେ। ଏହା ଯୋଗୁଁ ପେଟରେ ଯନ୍ତ୍ରଣା, ବାନ୍ତି, ହଠାତ୍‌ ଓଜନ କମିଯିବା ଏବଂ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ।

ତେବେ ପାନ୍‌କ୍ରିଆଟାଇଟିସ୍‌ କ’ଣ, ଏହା କାହିଁକି ହୁଏ, ପାନ୍‌କ୍ରିଆଟାଇଟିସ୍‌ ହେଲେ କ’ଣ ସବୁ ସମସ୍ୟା ହୋଇପାରେ, ଏହାର ଚିକିତ୍ସା କେମିତି କରାଯାଏ ଓ ପାନ୍‌କ୍ରିଆଟାଇଟିସ୍‌ ହେଲେ ଏହା ସମ୍ପୂର୍ଣ୍ଣ ଭଲ ହୋଇପାରିବ କି, ସେ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Pancreatitis #Causes #Treatment #HealthCare #HealthyLife #OdiaHealthTips #DoctorAdvice

Comment