ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ୍ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। କେଶ ଝଡ଼ିବାର ଚିକିତ୍ସା କରିବା ପୂର୍ବରୁ ଏହାର କାରଣ ଜାଣିବା ଆବଶ୍ୟକ।
ତେବେ କେଶ କାହିଁକି ଝଡ଼ିଥାଏ, କେଶର ଯତ୍ନ କେମିତି ନେବେ, ଅଳ୍ପ ବୟସରୁ କାହିଁକି କେଶ ପାଚୁଛି, ଅତ୍ୟଧିକ କେଶ ଝଡ଼ିବାକୁ ରୋକିବେ କିପରି ଓ କେଶ ଝଡ଼ିବା ରୋକିବାର ଘରୋଇ ଉପଚାର କ’ଣ, ସେ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Hairfall #Prevention #Hairloss #Causes #Treatment #HealthCare #HealthyLife #OdiaHealthTips #DoctorAdvice


















