ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନ୍ସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ପୁରୁଷ ଓ ମହିଳା ଉଭୟଙ୍କୁ ହୋଇପାରେ। ଏହାର ଲକ୍ଷଣକୁ ଆଗୁଆ ଜାଣିପାରିଲେ କର୍କଟର ଭୟାବହତାକୁ ଏଡ଼ାଇ ଦିଆଯାଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ସ୍ତନ କର୍କଟ କାହିଁକି ହୁଏ, ସ୍ତନ କର୍କଟର ଲକ୍ଷଣକୁ କେମିତି ଚିହ୍ନିବେ, ସ୍ତନ କର୍କଟକୁ ରୋକିବାକୁ କେମିତି ହେବା ଆବଶ୍ୟକ ଜୀବନଶୈଳୀ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BreastCancer #SelfExamination #Causes #HealthCare #Treatment #HealthyLife #OdiaHealthTips #DoctorAdvice

Comment