ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସୁସ୍ଥ ଲିଭର, ସୁସ୍ଥ ଶରୀର। ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ। କାରଣ ଲିଭର ଖରାପ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ମଧ୍ୟ ପଡ଼ିପାରେ।
ତେବେ ଲିଭର ଜନିତ ରୋଗ ହେବାର କାରଣ କ’ଣ, ଲିଭର ରୋଗକୁ କେମିତି ଚିହ୍ନିବେ, କେତେବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ପଡ଼ିଥାଏ ଓ ଲିଭରର ଯତ୍ନ କେମିତି ନେବେ, ସେ ବିଷୟରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଜ୍ୟୋତିର୍ମୟ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #LiverDisease #Causes #HealthCare #Treatment #HealthyLife #OdiaHealthTips #DoctorAdvice

















