ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ସମୟରେ ଯୁବାବସ୍ଥାରେ ଆଣ୍ଠୁ ବ୍ୟଥା ହେବା, ଆଣ୍ଠୁ ଦରଜ ହେବା ଭଳି ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ସଠିକ୍ ଡାଏଟ୍ର ଅଭାବ ଓ ବର୍ତ୍ତମାନର ଜୀବନଶୈଳୀ।
ତେବେ ଯୁବାବସ୍ଥାରେ ଆଣ୍ଠୁଗଣ୍ଠି ସମସ୍ୟା ହେଲେ କ’ଣ ଅସୁବିଧା ହୋଇପାରେ, କାହିଁକି ଯୁବାବସ୍ଥାରେ ଆଣ୍ଠୁ ବଥା ହୁଏ, ଆଣ୍ଠୁଗଣ୍ଠି ସମସ୍ୟାକୁ କିପରି ଏଡ଼ାଇବେ, ସେ ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #KneePain #Arthritis #JointPain #Causes #Treatment #HealthCare #HealthyLife #OdiaHealthTips #DoctorAdvice
















