ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କିଛି ମହିଳାଙ୍କର ବାରମ୍ବାର ଗର୍ଭ ନଷ୍ଟ ହୋଇଯାଏ। ଏହାକୁ ନେଇ ସେମାନଙ୍କ ଚିନ୍ତା ମଧ୍ୟ ବଢ଼ିଯାଏ।  ଯଦି ଜଣେ ମହିଳାଙ୍କର ଦୁଇରୁ ଅଧିକ ଥର ଗର୍ଭ ନଷ୍ଟ ହେଉଛି, ତାହାକୁ ରିକରେଣ୍ଟ ମିସ୍‌କ୍ୟାରେଜ୍‌ ବା ବାରମ୍ବାର ଗର୍ଭପାତ କୁହାଯାଏ।

ତେବେ ବାରମ୍ବାର ଗର୍ଭ ନଷ୍ଟ ହେବାର କାରଣ କ’ଣ, ଏହାକୁ ରୋକିବେ କିପରି, ଗର୍ଭ ନଷ୍ଟ ହେବାର କେତେ ଦିନ ପରେ ପୁଣି ଗର୍ଭଧାରଣ ପାଇଁ ପ୍ଲାନ କରିହେବ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶ ଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PregnancyLoss #Miscarriage #Causes #HealthCare #Treatment #HealthyLife #OdiaHealthTips #DoctorAdvice

Comment