ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଞ୍ଜାଇନା ହେଉଛି ଏକ ପ୍ରକାର ହାର୍ଟ ସମସ୍ୟା। ଏଥିଯୋଗୁଁ ଛାତିରେ ଯନ୍ତ୍ରଣା ହୋଇଥାଏ ଏବଂ ଲୋକ ଏହାକୁ ଗ୍ୟାସ୍ ସମସ୍ୟା ଭାବି ଅବହେଳା କରିଦେଇଥାନ୍ତି। ତେଣୁ ଛାତିରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶରେ ସଠିକ ପରୀକ୍ଷା ଏବଂ ଚିକିତ୍ସା କରାଇବା ଜରୁରୀ।
ତେବେ ଛାତି ଯନ୍ତ୍ରଣା ଗ୍ୟାସ ପାଇଁ ନା ହୃଦରୋଗ କେମିତି ଜାଣିବେ, ଆଞ୍ଜାଇବା କ’ଣ ଓ କେତେ ପ୍ରକାର, ସେ ବିଷୟରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସ୍ୱେତାଙ୍କ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Angina #IschemicChestPain #HeartProblem #Causes #Treatment #HealthCare #HealthyLife #OdiaHealthTips #DoctorAdvice