ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଲିଭର ସିରୋସିସର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। କିନ୍ତୁ ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି ବୋଲି ଡାକ୍ତର କୁହନ୍ତି।
ତେବେ କାହିଁକି ହୁଏ ଲିଭର ସିରୋସିସ୍, ଏହା ପଛରେ କ’ଣ ରହିଛି କାରଣ ଏବଂ କିପରି ଏହାର ଚିକିତ୍ସା କରିହେବ, ସେ ବିଷୟରେ ବିଶିଷ୍ଟ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Hepatitis #Treatment #DoctorsAdvise #OdiaHealthTips #HealthCare #HealthyLife #DoctorAdvice


















