ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଥରେ ହାର୍ଟ ଆଟାକ୍ର ଚିକିତ୍ସା ପରେ ଯଦି ହାର୍ଟର ଯତ୍ନ ନିଆ ନଯାଏ, ପୁଣି ଥରେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି। ତେଣୁ ହାର୍ଟ ଆଟାକ୍ର ଚିକିତ୍ସା ପରେ ଠିକ୍ ଭାବେ ଯତ୍ନ ନେବାର ଆବଶ୍ୟକତା ରହିଛି।
ତେବେ ହାର୍ଟର ଯତ୍ନ କେମିତି ନେବେ, ଜଣେ ବ୍ୟକ୍ତିଙ୍କର ଥରେ ହାର୍ଟ ଆଟାକ୍ ହୋଇଥିଲେ ପୁନର୍ବାର ହେବାର ଆଶଙ୍କା ଥାଏ କି, ହାର୍ଟ ଆଟାକ୍ ଚିକିତ୍ସା ପରେ ଛାତିରେ ଯନ୍ତ୍ରଣା ହେଲେ କ’ଣ କରିବେ, ହାର୍ଟ ଆଟାକ୍ର ଚିକିତ୍ସା ପରେ କ’ଣ କରିବେ କ’ଣ ନୁହେଁ, ସେ ବିଷୟରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେଶ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HeartAttack #PostHeartAttackCare #HealthHeart #OdiaHealthTips #HealthCare #HealthyLife #DoctorAdvice