ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବେଳେବେଳେ ପରିସ୍ରାରେ ରକ୍ତ ପଡ଼ିବା ଚିନ୍ତା ବଢ଼ାଇ ଦିଏ। ପରିସ୍ରାରେ ରକ୍ତ ପଡ଼ିବାକୁ ହେମାଚୁରିଆ ବୋଲି କୁହାଯାଏ। ସାଧାରଣତଃ ପରିସ୍ରାନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇପାରେ। ଏହାଛଡ଼ା ବିଭିନ୍ନ କାରଣ ପାଇଁ ମଧ୍ୟ ପରିସ୍ରାରେ ରକ୍ତ ପଡ଼େ ବୋଲି ଡାକ୍ତର କୁହନ୍ତି।
ତେବେ ପରିସ୍ରା ସଂକ୍ରମଣ ବା ପରିସ୍ରାରେ ରକ୍ତ ପଡ଼ିବା ମଧ୍ୟରେ ଫରକ କ’ଣ, ପରିସାରେ କାହିଁକି ରକ୍ତ ପଡ଼େ, ପରିସ୍ରାରେ ରକ୍ତ ପଡ଼ିବାର କାରଣ ଜାଣିବା ପାଇଁ କେଉଁ ପରୀକ୍ଷା ରହିଛି, ପରିସ୍ରାରେ ରକ୍ତ ପଡ଼ିଲେ କେଉଁ ସବୁ ଜଟିଳତା ଦେଖାଦିଏ, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BloodinUrin #Hematuria #Causes #Symptoms #Treatment #OdiaHealthTips #HealthCare #HealthyLife #DoctorAdvice