ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗୋଟେ ଝିଅ ଯେତେବେଳେ କିଶୋରୀ ଅବସ୍ଥା ବା ପ୍ୟୁବର୍ଟିରେ ପାଦ ଦିଏ, ତା’ର ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା, ରକ୍ତହୀନତା ଏବଂ ଅନେକ ହରମୋନ ଜନିତ ସମସ୍ୟା ହୋଇପାରେ। ତେଣୁ, ଏହି ସମୟରେ ସେମାନଙ୍କୁ ସଠିକ ପୋଷଣ, ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ।

ତେବେ କିଶୋରୀ ଅବସ୍ଥାରେ ସଠିକ୍ ପୋଷଣର ଗୁରୁତ୍ଵ କେତେ, କିଶୋରୀ ଅବସ୍ଥାରେ ପହଞ୍ଚିଲା ପରେ ଶରୀରରେ କେଉଁ ପରିବର୍ତ୍ତନ ହୋଇଥାଏ, କିଶୋରୀ ଅବସ୍ଥାରେ ସେକ୍ସ ଏଜୁକେସନ ବିଷୟରେ ଜାଣିବା କାହିଁକି ଜରୁରୀ, ସେ ସମ୍ପର୍କରେ ଡାକ୍ତର ଶିବାନୀ ଦେବୀଙ୍କଠାରୁ ଅଧିକ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ।

Tags: #AdolescentHealth #Nutrition #OdiaHealthTips #HealthCare #HealthyLife #DoctorAdvice

Comment