ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ସମୟରେ ଗ୍ୟାସ୍ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ଖାଦ୍ୟପେୟରେ ଅନିୟମିତତା, ଅଧିକ ଫାଷ୍ଟ ଫୁଡ୍ ଖାଇବା, ଅତ୍ୟଧିକ ଛଣାଛଣି ଖାଇବା, ଠିକ୍ ସମୟରେ ନଖାଇବା ଏବଂ ବ୍ୟାୟାମର ଅଭାବ କାରଣରୁ ଏହି ସମସ୍ୟା ବଢ଼ୁଥିବା ଡାକ୍ତର କୁହନ୍ତି।
ତେବେ ଗ୍ୟାସ ବା ଏସିଡିଟି ହେଲେ କେଉଁ ସମସ୍ୟା ହୋଇଥାଏ, ଗ୍ୟାସ ସମସ୍ୟା କାହିଁକି ହେଉଛି, ଗ୍ୟାସ ଯୋଗୁଁ ଛାତି ଜ୍ଵଳାପୋଡ଼ା କାହିଁକି ହୁଏ ଏବଂ ଗ୍ୟାସ ଓ ଏସିଡିଟିରୁ ସମ୍ପୂର୍ଣ୍ଣ ମୁକ୍ତି କେମିତି ପାଇବେ, ସେ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #GasAndAcidity #HealthyFood #HealthyDiet #OdiaHealthTips #HealthCare #HealthyLife #DoctorAdvice


















