ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କୋଲୋନ୍‌ରେ ଅଲସର ହେବାକୁ ଅଲସରେଟିଭ୍‌ କୋଲାଇଟିସ୍‌ କୁହାଯାଏ। ଏହା ହେବା ଦ୍ୱାରା ପତଳା ଝାଡ଼ା ହୋଇଥାଏ, ଝାଡ଼ାରେ ରକ୍ତ ପଡ଼ିଥାଏ ଏବଂ ପେଟରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦିଏ।

ତେବେ ଜଣେ ବ୍ୟକ୍ତିଙ୍କୁ ଅଲସରେଟିଭ୍ କୋଲାଇଟିସ୍ ହେଲେ କ’ଣ ସମସ୍ୟା ହୋଇପାରେ, ଅଲସରେଟିଭ୍ କୋଲାଇଟିସ୍ ହେବାରେ ଡାଏଟ୍‌ର ଭୂମିକା ରହିଛି କି, ଅଲସରେଟିଭ୍ କୋଲାଇଟିସ୍ କାହିଁକି ହୁଏ ଏବଂ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ୍‌ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UlcerativeColitis #Causes #Symptoms #Treatment #HealthyDiet #OdiaHealthTips #HealthCare #HealthyLife #DoctorAdvice

Comment