ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ସମୟରେ ବନ୍ଧ୍ୟାଦୋଷ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଜୀବନଶୈଳୀରେ ପରିବର୍ତ୍ତନ, ଧୂମପାନ, ମଦ୍ୟପାନ ଏବଂ ବିଳମ୍ବରେ ପିଲାଛୁଆ ପ୍ଲାନ୍ କରିବା ବନ୍ଧ୍ୟାଦୋଷର ମୁଖ୍ୟ କାରଣ ହୋଇପାରେ। ବେଳେବେଳେ ଏହାର କାରଣ ଅସ୍ପଷ୍ଟ ରହିଥାଏ ବୋଲି ଡାକ୍ତର କୁହନ୍ତି।
ସମସ୍ତ ପରୀକ୍ଷା ସାଧାରଣ ଆସିବା ସତ୍ତ୍ୱେ ଗର୍ଭଧାରଣରେ ସମସ୍ୟା ଦେଖାଦେଲେ ତାହାକୁ ଅସ୍ପଷ୍ଟ ବନ୍ଧ୍ୟାଦୋଷ କୁହାଯାଏ।
ତେବେ ବନ୍ଧ୍ୟାଦୋଷର କାରଣ ଜଣାନପଡ଼ିଲେ କ’ଣ କରିବେ, ବନ୍ଧ୍ୟାଦୋଷକୁ କେମିତି ରୋକିବେ, ସେ ବିଷୟରେ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #UnexplainedInfertility #Infertility #Causes #Treatment #HealthyDiet #OdiaHealthTips #HealthCare #HealthyLife #DoctorAdvice
















