ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କିଡ୍ନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ମଧ୍ୟ ବାହାର କରିଥାଏ। ତେଣୁ, କିଡ୍ନିକୁ ସୁସ୍ଥ ରଖିବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି।
ତେବେ କିଡନି ରୋଗ କାହିଁକି ବଢ଼ୁଛି, କିଡନି ଖରାପ ହୋଇଛି ବୋଲି କେମିତି ଜାଣିବେ, କିଡନି ରୋଗ ହେଲେ ଏହାର ଚିକିତ୍ସା କେମିତି କରାଯାଏ ଓ କିଡନି ପ୍ରତିରୋପଣ କଲେ କୌଣସି ସମସ୍ୟା ହୁଏ କି, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁବୋଧ କୁମାର ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #KidneyDisease #Causes #Treatment #HealthyLife #OdiaHealthTips #DoctorAdvice