ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଓଭରଆକ୍ଟିଭ୍ ବ୍ଲାଡର ଏକ ସାଧାରଣ ସମସ୍ୟା ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। ବେଳେ ବେଳେ ପରିସ୍ରା ରୋକିବା ସେମାନଙ୍କ ପାଇଁ ସମ୍ଭବପର ହୋଇନଥାଏ।
ତେବେ ଓଭରଆକ୍ଟିଭ ବ୍ଲାଡର କ’ଣ, କାହାକୁ ହେବାର ଆଶଙ୍କା ରହିଛି, ଓଭରଆକ୍ଟିଭ ବ୍ଲାଡର କାହିଁକି ହୁଏ ଓ ଏହାର ଲକ୍ଷଣକୁ କେମିତି ଚିହ୍ନିବେ, ସେ ସମ୍ପର୍କରେ ୟୁରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #OveractiveBladder #FrequentUrination #Causes #Treatment #HealthyLife #OdiaHealthTips #DoctorAdvice








