ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କର୍ଣ୍ଣିଆ ବା ସ୍ୱଚ୍ଛ ପଟଳ, ସାଧାରଣରେ ଏହାକୁ କଳା ଡୋଳା ବୋଲି କୁହାଯାଏ। ଜନ୍ମରୁ କିମ୍ବା କୌଣସି କାରଣରୁ କର୍ଣ୍ଣିଆ ଖରାପ ହୋଇଗଲେ ବା ସମ୍ପୂର୍ଣ୍ଣ ଧଳା ହୋଇଗଲେ ବା ଅଧା ଧଳା ହୋଇଗଲେ ବ୍ୟକ୍ତିଙ୍କୁ କିଛି ଦେଖାଯାଏ ନାହିଁ। ଏହି ପରିସ୍ଥିତିରେ ଅପରେସନ୍ ଜରିଆରେ କର୍ଣ୍ଣିଆ ପ୍ରତିରୋପଣ କରାଯାଇଥାଏ।
ତେବେ କେଉଁ ବୟସରେ ଜଣେ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କରିପାରିବେ, ଏହା କେତେ ପ୍ରକାରର ଓ କେମିତି କରାଯାଏ, ଏ ସମସ୍ତ ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତା ମହାନ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CorneaTransplant #EyeCare #Causes #Treatment #HealthyLife #OdiaHealthTips #DoctorAdvice

















