ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖରାଦିନେ ତ୍ୱଚା ଜନିତ ସମସ୍ୟା ଅଧିକ ଦେଖାଦିଏ। ଏହି ସମୟରେ ଅତ୍ୟଧିକ ଝାଳ ବୋହିବା, ବ୍ରଣ ହେବା ଏବଂ ତେଲିଆ ତ୍ଵଚା ଭଳି ସମସ୍ୟା ହୋଇପାରେ। ତେଣୁ ଖରାଦିନେ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି।

ତେବେ ଖରାଦିନେ ତ୍ଵଚା ଜନିକ ସମସ୍ୟା କାହିଁକି ହୁଏ, ସନ ସ୍କ୍ରିନର ବ୍ୟବହାର କେମିତି କରିବେ, ଖରା ଯୋଗୁଁ ହେଉଥିବା ଟ୍ୟାନ କେମିତି ଯିବ ଓ ଖରାଦିନେ ତ୍ଵଚାର ଯତ୍ନ କେମିତି ନେବେ, ସେ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SummerSkinCare #SkinProblem #Causes #Treatment #HealthyLife #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here