ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେମା ଜଗତର ଜଣେ ସୁପରଷ୍ଟାର। ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ। ଅଭିନୟ ପାଇଁ ଅନେକ ସମୟରେ ତାଙ୍କୁ ବାହାରକୁ ଯିବାକୁ ପଡ଼ୁଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଉତ୍ତମ ମହାନ୍ତି ଉଡ଼ାଜାହାଜରେ ବସିବାକୁ ଡରୁଥିଲେ। ସେଥିପାଇଁ ସେ ଟ୍ରେନରେ ଯାତ୍ରା କରିବାକୁ ଭଲ ପାଉଥିଲେ। ଏକଥା ଓଡ଼ିଶାଲାଇଭ୍ ସାକ୍ଷାତକାରରେ କହିଛନ୍ତି ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ।

Tags: #NamrataDas #OllywoodActress #OdiaCinema #ExclusiveInterview #UttamMohanty #Odia

LEAVE A REPLY

Please enter your comment!
Please enter your name here