ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କିଛି ଲୋକଙ୍କର ଗାଡ଼ିରେ ବସି କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ବାନ୍ତି ହୋଇଥାଏ। କେବଳ ବାନ୍ତି ନୁହେଁ, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ମଧ୍ୟ ଦେଖାଦିଏ। ଏହାକୁ ମୋସନ ସିକନେସ ବୋଲି କୁହାଯାଏ।
ତେବେ ମୋସନ ସିକନେସ ହେବାର କାରଣ କ’ଣ, କେଉଁମାନଙ୍କଠାରେ ମୋସନ ସିକନେସ ଦେଖାଦିଏ ଓ ଏହାର ଚିକିତ୍ସା କେମିତି ହୁଏ, ସେ ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #MotionSickness #Dizziness #Causes #Treatment #HealthyLife #OdiaHealthTips #DoctorAdvice