ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ଖାଇବା, ଶାରୀରିକ ପରିଶ୍ରମର ଅଭାବ ଏବଂ ମୋଟାପଣ ପାଇଁ ଏହା ହୋଇଥାଏ। ଏହି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଅର୍ଶ, ମଳକଣ୍ଟକ ଭଳି ସମସ୍ୟା ମଧ୍ୟ ଉପୁଜିପାରେ।
ତେବେ କୋଷ୍ଠକାଠିନ୍ୟ କାହିଁକି ହୁଏ, କୋଷ୍ଠକାଠିନ୍ୟର ଲକ୍ଷଣ କ’ଣ, କୋଷ୍ଠକାଠିନ୍ୟ ହେଉଛି ବୋଲି କେମିତି ଜାଣିବେ ଓ କୋଷ୍ଠକାଠିନ୍ୟକୁ କେମିତି ଦୂର କରିବେ, ସେ ବିଷୟରେ ଡାକ୍ତର ରାକେଶ କୁମାର ବାରିକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Constipation #Causes #Treatment #HealthyLife #OdiaHealthTips #DoctorAdvice