ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।

ଆଜି ଉତ୍କଳ ଦିବସ ବା ଓଡ଼ିଶା ଦିବସ ଅବସରରେ ମଧୁବାବୁଙ୍କର ସେହି କାଳଜୟୀ କବିତାଗୁଡ଼ିକ ମଧ୍ୟରୁ ‘ଜାତି ଇତିହାସ ଜାତିର ନିର୍ଝର’ ଶୁଣନ୍ତୁ।

Tags: #UtkalDivas #UtkalaDibas #OdishaDibasa #UtkalGouravMadhusudanDas #JatiItihasaJatiraNirjhara

Comment