ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନ୍ସର ସେଲ୍‌ ବୋଲି କୁହାଯାଏ। ଯଦି ଜଣେ ମହିଳାଙ୍କର ସ୍ତନରେ ବା କାଖରେ ଗେଟାଳିଆ ସଦୃଶ ବା ମାଂସ ପିଣ୍ଡୁଳା ହୋଇଥାଏ ବା ନିପଲରୁ ସ୍ରାବ ବାହାରେ, ଏହା ସ୍ତନ କର୍କଟର ଲକ୍ଷଣ ହୋଇପାରେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ତେବେ ସ୍ତନ କର୍କଟ କାହାକୁ ହେବାର ସମ୍ଭାବନା ଅଧିକ ରହିଛି, ପୁରୁଷମାନଙ୍କର ସ୍ତନ କର୍କଟ ହେବାର ଆଶଙ୍କା ରହିଛି କି, ସ୍ତନ କର୍କଟର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସୁମନ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BreastCancer #Causes #Treatment #HealthyLife #OdiaHealthTips #DoctorAdvice

Comment