ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କିଡ୍‌ନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ମଧ୍ୟ ବାହାର କରିଥାଏ। ତେଣୁ, କିଡ୍‌ନିକୁ ସୁସ୍ଥ ରଖିବା ନିହାତି ଜରୁରୀ। କିଡ୍‌ନି ସମସ୍ୟାକୁ ଆଗୁଆ ଚିହ୍ନିପାରିଲେ, କିଡ୍‌ନି ଜନିତ ଜଟିଳତାକୁ ଏଡ଼ାଇ ଦେଇପାରିବା ବୋଲି ଡାକ୍ତର କୁହନ୍ତି।

ତେବେ କାହାକୁ ହୋଇପାରେ କିଡ୍‌ନି ଜନିତ ସମସ୍ୟା, କିଡ୍‌ନି ରୋଗର ଚିକିତ୍ସା କେମିତି କରାଯାଏ, କିଡ୍‌ନି ଟ୍ରାନ୍ସପ୍ଲାଣ୍ଟ କେମିତି ହୁଏ ଓ କିଡ୍‌ନି ରୋଗକୁ କିପରି ରୋକି ହେବ, ସେ ବିଷୟରେ ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କିଶୋର ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KidneyDisease #Causes #Treatment #HealthyLife #OdiaHealthTips #DoctorAdvice

Comment