ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗରମ ଦିନରେ ଖାଦ୍ୟପେୟକୁ ନେଇ ସାବଧାନ ରହିବା ଜରୁରୀ। ଖାସ୍ କରି ଖରାଦିନେ ଅତ୍ୟଧିକ ତାପମାତ୍ରା ଯୋଗୁଁ ହାଲିଆ ଲାଗିଥାଏ, ବାନ୍ତି ଲାଗିଥାଏ ଓ ସନ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ମଧ୍ୟ ରହିଥାଏ। ତେଣୁ ଖରାଦିନେ ଶରୀରରେ ଜଳୀୟ ଅଂଶର ମାତ୍ରା ଅଧିକ ରହିବା ଆବଶ୍ୟକ।
ତେବେ ଖରାଦିନେ ଜଳୀୟ ଅଂଶ କମିଗଲେ କେଉଁ ସମସ୍ୟା ଦେଖାଦିଏ, ଖରାଦିନେ କେଉଁଭଳି ଡାଏଟ୍ ହେବା ଦରକାର, ଏହି ସମୟରେ କେଉଁଭଳି ଖାଦ୍ୟଠାରୁ ଦୂରେଇ ରହିବେ, ଏ ସମସ୍ତ ବିଷୟରେ ଡାଏଟିସିଆନ୍ ଅନ୍ମୟୀ ନନ୍ଦଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Summer #SummerDiet #Sunstroke #HeatStroke #Causes #Treatment #HealthyLife #OdiaHealthTips #DoctorAdvice

















