ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବନ୍ଧ୍ୟାଦୋଷ ବା ଇନ୍‌ଫର୍ଟିଲିଟି। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ବର୍ତ୍ତମାନର ଜୀବନଶୈଳୀ, ଧୂମପାନ, ମଦ୍ୟପାନ ଏବଂ ଡେରିରେ ଛୁଆ ପ୍ଲାନ୍‌ କରିବା ବନ୍ଧ୍ୟାଦୋଷର କାରଣ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ପୁରୁଷ ବନ୍ଧ୍ୟାଦୋଷ କ’ଣ, କେଉଁ କାରଣ ପାଇଁ ପୁରୁଷ ବନ୍ଧ୍ୟାଦୋଷ ହୋଇଥାଏ, ପୁରୁଷ ବନ୍ଧ୍ୟାଦୋଷର ଚିକିତ୍ସା ସମ୍ଭବ କି ଏବଂ ଏହାକୁ କିପରି ଏଡ଼ାଇବେ, ସେ ବିଷୟରେ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ତଥା ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #MaleInfertility #Causes #Treatment #HealthyLife #OdiaHealthTips #DoctorAdvice

Comment