ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଚର୍ମଜନିତ ସମସ୍ୟା ମଧ୍ୟରେ ବ୍ରଣ ହେଉଛି ସବୁଠାରୁ ସାଧାରଣ ସମସ୍ୟା। ଏହା ମୁହଁ, ପିଠି, କାନ୍ଧ, ପିଠି ଏବଂ ପିଚା ଭଳି ସ୍ଥାନରେ ହୋଇଥାଏ। ଏହାର ବିଭିନ୍ନ କାରଣ ରହିଥାଏ।
ତେବେ ବ୍ରଣ କାହିଁକି ହୁଏ, କେବଳ ତେଲିଆ ତ୍ଵଚାରେ ବ୍ରଣ ହୁଏ କି, ବ୍ରଣ ଭଲ ହେବା ପରେ କଳା ଦାଗ କାହିଁକି ହୁଏ ଓ ବ୍ରଣର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Acne #Pimples #Causes #Treatment #HealthyLife #OdiaHealthTips #DoctorAdvice
















