ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୫। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ମେନୋପଜ୍‌ ହେଉଛି ମହିଳାଙ୍କ ଜୀବନରେ ଏକ ଅବସ୍ଥା। ପିରିୟଡ୍‌ର ଆରମ୍ଭ ହେବା ଦିନରୁ ମେନୋପଜ୍‌ ପର୍ଯ୍ୟନ୍ତ ମହିଳା ହରମୋନ୍‌ ଅସନ୍ତୁଳନର ସାମ୍ନା କରିଥାଆନ୍ତି। କେବଳ ମେନୋପଜ୍‌ ନୁହେଁ ମେନୋପଜ୍‌ ପରେ ମଧ୍ୟ ମହିଳାଙ୍କଠାରେ ବିଭିନ୍ନ ଶାରୀରିକ ତଥା ମାନସିକ ସମସ୍ୟା ହୋଇପାରେ, ଯାହାର ଚିକିତ୍ସା ମଧ୍ୟ ଉପଲବ୍ଧ ରହିଛି।

ମେନୋପଜ ପୂର୍ବରୁ ଏବଂ ପରେ କିପରି ଯତ୍ନ ନେବେ ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍‌ପ୍ରିତ୍‌ କୌରଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldHealthDay2025 #Menopause #Periods #Healthylife #OdiaHealthTips #DoctorAdvice

Comment