ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ଡାଏବେଟିସ୍‌ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ, ତେଣୁ ସେମାନଙ୍କଠାରେ ଇନଫେକ୍ସନ ହେବାର ଆଶଙ୍କା ଅଧିକ ରହିଛି।

ତେବେ ଡାଏବେଟିସ୍ ରୋଗୀ ଇନଫେକ୍ସନକୁ ଏଡ଼ାଇବେ କିପରି, ଇନଫେକ୍ସନ ଏଡ଼ାଇବାକୁ କେଉଁ ଭ୍ୟାକ୍ସିନ ନେବେ, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #DiabetesInfection #Causes #Treatment #HealthyLife #OdiaHealthTips #DoctorAdvice

Comment