ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପିଲାମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶରେ ପ୍ଲେ’ ସ୍କୁଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍କୁଲ ଯିବା ପୂର୍ବରୁ ପିଲାଙ୍କୁ ଭଲ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ।
ତେବେ ସ୍କୁଲ ଯିବା ପୂର୍ବରୁ ବାପା ମା’ମାନେ ପିଲାମାନଙ୍କୁ କେମିତି ପ୍ରସ୍ତୁତ କରାଇବେ, ଖେଳାଖେଳି ମାଧ୍ୟମରେ ସେମାନଙ୍କୁ ପାଠପଢ଼ା ତଥା ଲେଖାଲେଖି କିପରି ଶିଖାଇବେ, ସେନେଇ ବିଶିଷ୍ଟ ମନସ୍ତତ୍ଵବିତ୍ ସମ୍ବିତ ନନ୍ଦଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #EarlyChildhoodLearning #ChildCare #HealthyLife #OdiaHealthTips #DoctorAdvice

















