ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପିରିୟଡ୍ସ ବେଳେ ଅସହ୍ୟ ଯନ୍ତ୍ରଣାକୁ ଡିସ୍ମେନୋରିଆ କୁହାଯାଏ। ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ।
ତେବେ ପିରିୟଡସ୍ ସମୟରେ ଅତ୍ୟଧିକ ଯନ୍ତ୍ରଣା କାହିଁକି ହୁଏ, ପିରିୟଡସ୍ ବେଳେ ଯନ୍ତ୍ରଣାକୁ କିପରି ରୋକିବେ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭରତ ଭୂଷଣଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Dysmenorrhea #Periods #PainfulPeriod #Causes #Treatment #HealthyLife #OdiaHealthTips #DoctorAdvice