ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଡାଏବେଟିସ୍ ରୋଗୀଙ୍କଠାରେ କୋଲେଷ୍ଟ୍ରୋଲ ବଢ଼ିବାର ଆଶଙ୍କା ଅଧିକ ଥାଏ। ଡାଏବେଟିସ୍ ରୋଗୀଙ୍କଠାରେ କୋଲେଷ୍ଟ୍ରୋଲ୍ ସ୍ତର ବୃଦ୍ଧି ହୋଇଗଲେ ହୃଦ୍ରୋଗ ଭଳି ସମସ୍ୟା ଉପୁଜିପାରେ।
ତେବେ ଡାଏବେଟିସ୍ ରୋଗୀ ନିଜ କୋଲେଷ୍ଟ୍ରୋଲ ସ୍ତର କିପରି ନିୟନ୍ତ୍ରଣ ରଖିବେ, ଡିସଲିପିଡିମିଆ କ’ଣ ଓ ଡାଏବେଟିସ୍ ରୋଗୀଙ୍କଠାରେ ଏହା କାହିଁକି ବଢ଼େ, ଡାଏବେଟିସ୍ ରୋଗୀଙ୍କଠାରେ କୋଲେଷ୍ଟ୍ରୋଲ ବୃଦ୍ଧି ହେଲେ କେଉଁ ଲକ୍ଷଣ ଦେଖାଦିଏ, ଡାଏବେଟିସ୍ରେ କୋଲେଷ୍ଟ୍ରୋଲର ସ୍ତର କେତେ ରହିବା ଦରକାର, ସେ ବିଷୟରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diabetes #HighCholesterol #Causes #Treatment #HealthyLife #OdiaHealthTips #DoctorAdvice
















