ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ଆଣ୍ଠୁରେ ବଥା, ଫୁଲା କିମ୍ବା ଦରଜ ହେଲେ ଆମେ ଗଣ୍ଠିବାତ ବା ଆର୍ଥ୍ରାଇଟିସ୍‌ ବୋଲି ଭାବିଥାଉ। ତେବେ ସବୁ ଆଣ୍ଠୁବିନ୍ଧାର କାରଣ ଆର୍ଥ୍ରାଇଟିସ୍‌ ନୁହେଁ ବୋଲି ଡାକ୍ତର କୁହନ୍ତି।

ମଣିଷର ଆଣ୍ଠୁ ମଝିରେ ଏକ ଗଦି ଅଂଶ (ମେନିସ୍‌କସ୍‌) ଥାଏ, କୌଣସି କାରଣବଶତଃ ଯଦି ଆଣ୍ଠୁ ମୋଡ଼ି ହୋଇଯାଏ ବା ଆଣ୍ଠୁରେ ଆଘାତ ଲାଗିରେ ସେହି ଗଦି ଅଂଶ ଫାଟିଯାଏ, ଫଳରେ ଟିୟର ହୋଇଯାଏ। ଏହି କାରଣରୁ ବ୍ୟକ୍ତିଙ୍କୁ ଆଣ୍ଠୁବିନ୍ଧା ହୋଇଥାଏ।

ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KneePain #MeniscusTear #Causes #Treatment #HealthyLife #OdiaHealthTips #DoctorAdvice

Comment