ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପିରିୟଡ୍ସ ବେଳେ ଅସ୍ୱାଭାବିକ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ।
ତେବେ ସ୍ଵାଭାବିକ ଓ ଅସ୍ଵାଭାବିକ ରକ୍ତସ୍ରାବକୁ ଚିହ୍ନିବେ କିପରି, ଗର୍ଭାଶୟରୁ ଅସ୍ଵାଭାବିକ ରକ୍ତସ୍ରାବ କାହିଁକି ହୁଏ, ଗର୍ଭାଶୟରୁ ଅସ୍ଵାଭାବିକ ରକ୍ତସ୍ରାବକୁ କିପରି ରୋଗିବେ, କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ, ସେ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #AbnormalUterineBleeding #Causes #Treatment #HealthyLife #OdiaHealthTips #DoctorAdvice

















