ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଲିଭର ବିନା ବଞ୍ଚିବା ଅସମ୍ଭବ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ ଜିନିଷକୁ ଛାଣିବା ହେଉଛି ଲିଭର କାର୍ଯ୍ୟ। ଜୀବନଶୈଳୀରେ ପରିବର୍ତ୍ତନ ତଥା ଅନ୍ୟ ରୋଗ କାରଣରୁ ଲିଭରକୁ କ୍ଷତି ପହଞ୍ଚିଥାଏ।

ତେବେ ଲିଭରର କାମ କ’ଣ, ଲିଭର ଫେଲ୍ୟୁଅର କାହିଁକି ହୁଏ, ଲିଭର ଟ୍ରାନ୍ସପ୍ଲଣ୍ଟେସନ କେମିତି ହୁଏ, ଲିଭରକୁ କେମିତି ସୁସ୍ଥ ରଖିବା, ସେ ବିଷୟରେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #LiverDisease #LiverFunction #Causes #Treatment #HealthyLife #OdiaHealthTips #DoctorAdvice

Comment