ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ଜଣ୍ଡିସ୍‌ ହେଲେ ଆଖିର ଧଳାଭାଗ, ଜିଭ, ହାତ ପାଦ ଆଦି ହଳଦିଆ ପଡ଼ିଯାଏ, ଏହାଛଡ଼ା ଭୋକ ମଧ୍ୟ ଲାଗିନଥାଏ। କେବଳ ବଡ଼ ନୁହନ୍ତି ଛୋଟ ପିଲାଙ୍କୁ ମଧ୍ୟ ଜଣ୍ଡିସ ହୋଇଥାଏ।

ତେବେ ପିଲାଙ୍କଠାରେ ଲିଭର ଜଣ୍ଡିସ୍‌ କାହିଁକି ହୁଏ, ପିଲାଙ୍କୁ ଜଣ୍ଡିସ୍‌ ହେଲେ କେମିତି ଭଲ ହେବ, ସେ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #LiverJaundice #ChildCare #Causes #Treatment #HealthyLife #OdiaHealthTips #DoctorAdvice

Comment