ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ପିଲାଙ୍କଠାରେ ପରିସ୍ରା ପୋଡ଼ା ବା ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଲେ ବାପା ମା’ମାନେ ଜାଣିପାରନ୍ତି ନାହିଁ। ଫଳରେ ଏହାର ଚିକିତ୍ସା କରିବାରେ ବିଳମ୍ବ ହୋଇଯାଏ। ଏହା ଦ୍ଵାରା ଶିଶୁ ଅନ୍ୟାନ୍ୟ ଜଟିଳତା ଭୋଗିଥାଏ।

ତେବେ ଶିଶୁମାନଙ୍କର ପରିସ୍ରା ପୋଡ଼ା କାହିଁକି ହୁଏ, ପିଲାଙ୍କ ପରିସ୍ରା ସଂକ୍ରମଣ ହେଉଛି କି ନାହିଁ କେମିତି ଜାଣିବେ, ବାରମ୍ବାର ଇନଫେକ୍ସନ ହେଲେ କ’ଣ ସମସ୍ୟା ହୁଏ ଓ ପିଲାଙ୍କ ୟୁରିନ ଇନଫେକ୍ସନକୁ କିପରି ରୋକିବେ, ସେ ବିଷୟରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UrineInfection #ChildCare #Causes #Treatment #HealthyLife #OdiaHealthTips #DoctorAdvice

Comment