ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବଢ଼ିବାରେ ଲାଗିଛି ତାତି। ଏହି ସମୟରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି। ସନ୍ଷ୍ଟ୍ରୋକ୍ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ ଦେଖାଦିଏ। ତେଣୁ, ଖରାଦିନେ ନିଜକୁ ହାଇଡ୍ରେଟ୍ ରଖିବା ଜରୁରୀ।
ତେବେ ଅଂଶୁଘାତର ଲକ୍ଷଣ ଦେଖାଦେଲେ ପ୍ରାଥମିକ ଭାବେ କ’ଣ କରିବା ଜାରୁରୀ, ଖରାଦିନେ ନିଜକୁ ହାଇଡ୍ରେଟ୍ କିପରି ରଖିବେ, ଖରାଦିନେ ବାହାରକୁ ବାହାରିବା ସମୟରେ କେଉଁ ସାବଧାନତା ଅବଲମ୍ବନ କରିବେ, ଟାଣ ଖରାରୁ ଘରକୁ ଫେରିଲେ କ’ଣ କରିବେ ଓ କ’ଣ ନୁହେଁ, ସେ ବିଷୟରେ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Sunstroke #Summer #Heat #HealthyLife #OdiaHealthTips #DoctorAdvice

















