ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ।

ଅସୁରକ୍ଷିତ ଜୀବନଶୈଳୀ, ମଦ୍ୟପାନ ଏବଂ ଚର୍ବିଯୁକ୍ତ ଖାଦ୍ୟ ଯୋଗୁଁ ଫ୍ୟାଟିଲିଭର, ଲିଭର ସିରୋସିସ୍‌ ଏବଂ ଶେଷରେ ଲିଭର ପ୍ରତ୍ୟାରୋପଣର ମଧ୍ୟ ଆବଶ୍ୟକତା ପଡ଼ିଥାଏ।

ଲିଭରର ଯତ୍ନ କିପରି ନେବେ, ସେ ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #LiverDisease #Symptoms #Causes #Treatment #HealthyLife #OdiaHealthTips #DoctorAdvice

Comment