ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଏକ୍‌ଜିମା ଏକ ପ୍ରକାରର ଚର୍ମ ରୋଗ। ଏକ୍‌ଜିମା ହେଲେ ତ୍ଵଚା କୁଣ୍ଡାଇ ହେବା, ନାଲି ପଡ଼ିଯିବା, ଚୋପା ଛାଡ଼ିବା ଭଳି ଲକ୍ଷଣ ଦେଖାଦିଏ।

ତେବେ ଏକ୍‌ଜିମା କ’ଣ, ଏକ୍‌ଜିମାକୁ ଚିହ୍ନିବେ କିପରି ଏବଂ ଏକ୍‌ଜିମା କେମିତି ଭଲ ହେବ, ସେ ବିଷୟରେ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର ପ୍ରତୀକ ମହାରଣାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Eczema #Causes #Treatment #OdiaHealthTips #DoctorAdvice

Comment