ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଡାକ୍ତରୀ ପେସାରେ ସେ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ମାତ୍ର ସେ ଡାକ୍ତର ହେବା ପଛରେ ରହିଛି ଏକ ରୋମାଞ୍ଚକର କାହାଣୀ। ଜାଣନ୍ତୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ କାହିଁକି ଡାକ୍ତର ହେଲେ?

Tags: #DrPurnachandraMohapatra #Gynecologist #Odisha

Comment