ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପିସିଓଏସ୍ ହେଉଛି ଜୀବନଶୈଳୀ ଜନିତ ସମସ୍ୟା। ଏହି ସମସ୍ୟା ଯୋଗୁଁ ଋତୁସ୍ରାବରେ ଅନିୟମିତତା, ଓଜନ ବୃଦ୍ଧି ଏବଂ ଅନ୍ୟ ସମସ୍ୟା ହୋଇପାରେ। ତେଣୁ, ଡାଏଟ୍ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ।
ତେବେ ପିସିଓଏସ୍ ସମସ୍ୟା ଥିଲେ କ’ଣ ଖାଇବେ, କ’ଣ ନୁହେଁ, କିପରି ହେବା ଆବଶ୍ୟକ ଆପଣଙ୍କ ଡାଏଟ୍, ସେ ବିଷୟରେ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PCODS #WomenHealth #PCOSDiet #HealthCare #OdiaHealthTips


















