ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମାଇଗ୍ରେନ୍ ବା ଅଧକପାଳୀ ଏକ ପ୍ରକାରର ସ୍ନାୟୁଗତ ସମସ୍ୟା, ଯାହା କି ମୁଣ୍ଡର ଗୋଟିଏ ପାଖରେ ପ୍ରବଳ ବିନ୍ଧା ହେବା ସହିତ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥାଏ।

କେତେକ ଲୋକଙ୍କୁ କଡ଼ା ବାସ୍ନା ସଂସ୍ପର୍ଶରେ ଆସିଲେ, ଖରାରେ ବୁଲିଲେ, କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଯୋଗୁଁ ମଧ୍ୟ ଏହି ଭଳି ମୁଣ୍ଡ ବିନ୍ଧା ହୋଇଥାଏ।

ତେବେ ମାଇଗ୍ରେନ ଯୋଗୁଁ ହେଉଥିବା ମୁଣ୍ଡବିନ୍ଧାକୁ ରୋକିବେ କିପରି, ମାଇଗ୍ରେନ ଯୋଗୁଁ ବୁଣ୍ଡ ବିନ୍ଧୁଛି ବୋଲି ଚିହ୍ନିବେ କିପରି, ମାଇଗ୍ରେନର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପୟୋଦ କୁମାର ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Migraine #Headache #Symptoms #Causes #Treatment #OdiaHealthTips #DoctorAdvice

Comment