ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବୟସ ବଢ଼ିଲେ ହଜମ କରିବାର ଶକ୍ତି କମିଯାଏ। ଏହାଛଡ଼ା ଭିଟାମିନ୍‌, କ୍ୟାଲସିୟମ ଜନିତ ଅଭାବ ମଧ୍ୟ ଦେଖାଦେଇଥାଏ। ତେଣୁ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ।

ତେବେ ବୟସ୍କ ବ୍ୟକ୍ତି କେଉଁ ଭଳି ଖାଦ୍ୟ ଖାଇବା ଆବଶ୍ୟକ, ସେମାନଙ୍କ ଡାଏଟ୍ ପ୍ଲାନ କେମିତି ହେବା ଦରକାର, ବୟସ୍କ ବ୍ୟକ୍ତି କେଉଁ ସବୁ ଖାଦ୍ୟଠାରୁ ଦୂରେଇ ରହିବା ଜାରୁରୀ, ସେ ସମ୍ପର୍କରେ ଡାଏଟିସିଆନ ନିହାରିକା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SeniorCitizen #HealthyFood #FoodAndDiet #HealthyLife #OdiaHealthTips #DoctorAdvice

Comment