ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍‌ ଏକ ପ୍ରକାର ବେକ ବିନ୍ଧା। ସାଧାରଣତଃ ବୟସ ବଢ଼ିଲେ ଏହା ହୋଇଥାଏ। ତେଣୁ ଠିକ୍ ସମୟରେ ଏହାର ଚିକିତ୍ସା କରାଇବା ଆବଶ୍ୟକ।

ତେବେ ସର୍ଭାଇକାଲ ସ୍ପିଣ୍ଡିଲାଇଟିସ୍ କାହିଁକି ହୁଏ, ଏହାକୁ ଚିହ୍ନିବେ କିପରି ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ପେନ୍‌ ଏବଂ ସ୍ପାଇନ୍‌ ସ୍ପେସାଲିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CervicalSpondylitis #NeckPain #Diagnosis #Treatment #DoctorAdvice

Comment