ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାପ କାମୁଡ଼ାରେ ଅଧିକାଂଶ ଲୋକ ଗୁରୁତର ଆହତ ହେଉଥିବା ବେଳେ କିଛି ପ୍ରାଣ ହରାଉଛନ୍ତି।
ଗାଁ ଗହଳିରେ ଆଜିବି ଅଧିକାଂଶ ଲୋକ ସାପ କାମୁଡ଼ିଲେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ବିପଦରେ ପଡ଼ୁଛନ୍ତି। ସାପ କାମୁଡ଼ିଲେ ଏହାର ସଫଳ ଚିକିତ୍ସା ହୋଇପାରୁଛି। ଅନ୍ଧବିଶ୍ୱାସରେ ନପଡ଼ି ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା କରାଇଲେ ଜୀବନ ବଞ୍ଚିପାରିବ ବୋଲି ଡାକ୍ତର କୁହନ୍ତି।
ତେବେ ସାପ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା, ସାପ କାମୁଡ଼ିବା ସଙ୍ଗେ ସଙ୍ଗେ କି ପକ୍ଷେପ ନେବେ, ସେ ନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Snakebite #FirstAid #Treatment #DoctorsAdvice #OdiaHealthTips















