ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବ୍ୟାପୁଛି କଲେରା ବା ହଇଜା। ଏହା ଏକ ଜଳବାହିତ ରୋଗ। ଏହା ଯୋଗୁଁ ଲୋକଙ୍କଠାରେ ପତଳା ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ଛୋଟ ଛୁଆଙ୍କୁ କଲେରା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି।
ତେବେ କଲେରା ବା ହାଇଜା ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ, ଛୋଟ ପିଲା ଏବଂ ବୟସ୍କ ହାଇଜା ଆକ୍ରାନ୍ତ ହେଲେ କ’ଣ କରିବେ, କଲେରା ହେଲେ କିଭଳି ଯତ୍ନ ନେବେ, ସେ ବିଷୟରେ ଡାକ୍ତର ପ୍ରଜ୍ଞାନ କୁମାର ରାଉତରାୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Cholera #Diarrhea #Prevention #Treatment #OdiaHealthCare #DoctorAdvice
















