ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଫଙ୍ଗାଲ ଇନ୍‌ଫେକ୍ସନ ହେଉଛି ଏକ ସାଧାରଣ ଚର୍ମ ଜନିତ ସମସ୍ୟା। ଏହା ଭିନ୍ନ ଭିନ୍ନ କାରଣରୁ ହୋଇପାରେ।

ତେବେ ଫଙ୍ଗାଲ ଇନଫେକ୍ସନ କ’ଣ, ଏହା କାହିଁକି ହୁଏ, ଫଙ୍ଗାଲ୍ ଇନଫେକ୍ସନର ଲକ୍ଷଣ କ’ଣ ଓ କିପରି ଏହା ଭଲ ହେବ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #FungalInfection #Treatment #DoctorsAdvice #HealthCare #OdiaHealthTips

Comment