ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନ୍ସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ପୁରୁଷ ଓ ମହିଳା ଉଭୟଙ୍କୁ ହୋଇପାରେ।

ଅଧିକାଂଶ ସମୟରେ ସ୍ତନ କର୍କଟର ଲକ୍ଷଣକୁ ଚିହ୍ନିବା ସହଜ ହୋଇନଥାଏ। ଏବେ ସ୍ତନ କର୍କଟକୁ ଚିହ୍ନିବା ପାଇଁ ଆସିଯାଇଛି ମାମୋଗ୍ରାଫି। ୪୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ମହିଳାଙ୍କୁ ମାମୋଗ୍ରାଫି କରିବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି। ସ୍ତନ କର୍କଟକୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରାଗଲେ ଏହାର ଭୟାବହତାକୁ ଏଡ଼ାଇ ଦିଆଯାଇପାରିବ।

ତେବେ ମାମୋଗ୍ରାଫି କ’ଣ ଓ ଏହା କେତେବେଳେ କରିବା ଆବଶ୍ୟକ, ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BreastCancer #Mammogram #Mammography #Causes #HealthCare #Treatment #HealthyLife #OdiaHealthTips #DoctorAdvice

Comment