ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅନେକ ରୋଗର କାରଣ ହେଉଛି ମେଦବହୁଳତା ବା ମୋଟାପଣ। ତେଣୁ ବୟସ ଅନୁଯାୟୀ ଶରୀର ଓଜନ ସଠିକ ରହିବା ଦରକାର।
ତେବେ ଓଜନ କମିବ କେମିତି, କେବଳ ଏକ୍ସରସାଇଜ୍ କଲେ ଓଜନ କମିବ ନା ଡାଏଟ୍ର ବି ଭୂମିକା ରହୁଛି, ଓଜନ କମାଇବା ପାଇଁ କେମିତି ହେବା ଦରକାର ଡାଏଟ ପ୍ଲାନ, ସେ ସମ୍ପର୍କରେ ଏଟିସିଆନ୍ ତୃପ୍ତିମୟୀ ପାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #DietPlan #WeightLoss #Obesity #HealthCare #OdiaHealthTips #DoctorAdvice


















